ବିଜେଡି ରୁ ନିଲମ୍ବିତ ହେଲେ ବ୍ଲକ୍ ସଭାପତି

ଭୁବନେଶ୍ୱର ;- ପାର୍ଟି ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ବିଜୁ ଜନତା ଦଳରୁ ମୟୂରଭଞ୍ଜର କୁଲିଆନ ବ୍ଲକ୍ ବିଜୁ ଜନତା ଦଳ ସଭାପତି  ଶୁଭ୍ରାଂଶୁ ଶେଖର ଦେବ ବାବୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *