ବାପା ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପିପିଲି :- ତେଇଶି ପୁର ପୋଟଳ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଘରେ କେହି ନ ଥିବା ବେଳେ ଘଟିଛି ଏ ଘଟଣା । ୨ବର୍ଷ ର ପୁଅ ସହ ବାପା କରିଛି ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଦୁଇ ମୃତ ଦେହ ଉଧାର । ପାରିବାରିକ କଳହ ରୁ ଆତ୍ମହତ୍ୟା କରିଥିବା  ସନ୍ଦେହ । ତଦନ୍ତ କରୁଛି ସ।ତସଂଖ ଫାଣ୍ଡି ପୋଲିସ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *