ସମ୍ବଲପୁର:- ସମ୍ବଲପୁର ନିକଟସ୍ଥ ସିଟି ଷ୍ଟେସନ ର ଅନତିଦୁର ରେ ଲାଇନ୍ ଚ୍ୟୂତ ହୋଇଛି ମହିମା ଗୋସାଇଁ ଏକ୍ସପ୍ରେସ । ଭୁବନେଶ୍ୱର ରୁ ସମ୍ବଲପୁର ଯାଉଥିଲା ଟ୍ରେନ ଟି ।ଟ୍ରେନ ର ଗୋଟିଏ ବଗି ଟ୍ରାକ ରୁ ଖସୁଥିବା ଦେଖି ଡ଼୍ରାଇଭର ଅଟକାଇଥିଲେ ଟ୍ରେନ କୁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ସଙ୍ଗେ ସଙ୍ଗେ ଇଞ୍ଜିନିୟରିଂ ଟିମ୍ ପହଞ୍ଚି ଟ୍ରାକ କ୍ଲିଅର କାର୍ଯ୍ୟରେ ଯୁଦ୍ଧକାଳୀନ ଭିତି ରେ ଲାଗିଥିବା ସୂଚନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
