ମୋବାଇଲ ଚୋର ଠାରୁ ୫ଟି ଫୋନ ଜବତ କଲେ ରେଲୱେ ଥାନା

ଜଟଣୀ :- ମୋବାଇଲ ଚୋର ଠାରୁ ୫ଟି ଫୋନ ଜବତ କଲେ ରେଲୱେ ଥାନା ପୋଲିସ । ସୂଚନା ଅନୁଯାୟୀ ବାବୁଲା ବାରିକ ଓରଫ ପ୍ରଫୁଲ୍ଲ (୩୫) ପିତା : ଫକିର ବାରିକ, ଦିୱାନ୍ ସାହି, ଗୁରୁଜଙ୍ଗ ଥାନା)ଜିଲ୍ଲା ଖୋରଧା ଙ୍କ ଠାରୁ ୫ଟି ମୋବାଇଲ୍ ଫୋନ ଜବତ କରି ଥାନାରେ କେସ ନଂ ୮୮ ତା ୨୧/୭/୨୦୨୫ ରୁଜୁକରି ୩୦୩ (୨) ଦଫା ଲାଗିଛି ବୋଲି ସୂଚନା ଦେଇଛନ୍ତି ଏ ଏସ ଆଇ ଏ ଏମ୍ ସେଠୀ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *