ସଂସଦ ର ପ୍ରଥମ ଦିନରେ ଇସ୍ତଫା ଦେଲେ ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ :-ଉପ-ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ । ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପ ରାଷ୍ଟ୍ରପତି । ୨୦୨୨ ମସିହାରୁ ଉପ ରାଷ୍ଟ୍ରପତି ଭଳି ଏକ ମର୍ଯ୍ୟାଦାଜନକ ପଦବୀ ରେ ଅବସ୍ଥାପିତ ଥିଲେ ସେ ମାତ୍ର ଆଜି ତାଙ୍କର ଇସ୍ତଫା ପତ୍ର ମହାମହିମ ରାଷ୍ଟ୍ରପତି ଙ୍କୁ  ପ୍ରଦାନ କରିଛନ୍ତି ।

Advertisement

ସେ ମଧ୍ୟ ରାଜ୍ୟ ସଭା ର ଅଧ୍ୟକ୍ଷ ଥିଲେ ।ସଂସଦ ଅଧିବେଶନ ପ୍ରଥମ ଦିନରେ ଇସ୍ତଫା ଦେଲେ ଉପ-ରାଷ୍ଟ୍ରପତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *