ରାଜ୍ୟ ରେ ଆଇନ ଶୃଙ୍ଖଳା ଭୁସୁଡ଼ିଛି ଛାତ୍ରୀ ବର୍ତ୍ତମାନ ଅସୁରକ୍ଷିତ ।
୭୦ ପର୍ସେଣ୍ଟ ପୋଡ଼ି ଯାଇଥିବା ଡ଼ାକ୍ତର ଙ୍କ ସୂଚନା ।
ଏମ୍ସ ର ବର୍ଣ୍ଣ ୟୁନିଟ କୁ ସ୍ଥାନାନ୍ତର ହେଲେ ପୀଡ଼ିତା
ପୁରୀ : ସକାଳୁ ସାଙ୍ଗ ଘରକୁ ଯାଉଥିଲେ ପୀଡ଼ିତା ବାଟ ରୁ ଉଥାଇନେଲେ ଦୁବୃର୍ତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠା କୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗେଇଲେ ଦୁବୃର୍ତ୍ତ ।ପେଟ୍ରୋଲ ପକାଇଲେ ଏହି ଘଟଣା ରେ ୫ ଜଣକୁ ଉଥାଇନେଲା ପୋଲିସ୍ । ଏଥିରେ ୨ ଜଣ ବାଳିକା ଥିବା ସୂଚନା । ନାବାଳିକା ର ମୋବାଇଲ ପାଇଛି ପୋଲିସ । ଘଟଣାସ୍ଥଳ ରେ ପହଂଚିଛନ୍ତି ଏସ ପି । ପୀଡ଼ିତା ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମେଡିକାଲ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ବାଲେଶ୍ଵର ଘଟଣା ପରେ ଏହା ଦ୍ଵିତୀୟ ଘଟଣା । ଏମ୍ସ ଯାଇ ନାବାଳିକାଙ୍କ ପରିବାର କୁ ଭେଟିଲେ ପୂର୍ବତନ ବିଧାୟକ ସମିର ଦାସ । ଘଟଣାସ୍ଥଳ ରେ ପହଞ୍ଚ୍ଛନ୍ତି ଉପ ଜିଲ୍ଲାପାଳ ଓ ସାଇନ୍ତିଫିକ ଟିମ୍ ।ତଦନ୍ତ ଜ।ରିରହିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now