ପୁରୀ:- ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ବଲଙ୍ଗା ଥାନା ବାୟବର୍ ଗାଁ ରେ ଘଟିଛି ଅଭାବନୀୟ ଘଟଣା ।ତିନି ଚାରି ଦୁବୃର୍ତ୍ତ ନାବାଳିକା କୁ ଟେକି ନେଇଥିଲେ ନଦୀ ବନ୍ଧ କୁ । ନାବାଳିକା ଦେହରେ ନିଆଁ ଲଗାଇଲେ ତିନି ଦୁବୃର୍ତ୍ତ ।ପ୍ରଥମେ ବଲଙ୍ଗା, ପିପିଲି ମେଡିକାଲ ରେ ଭର୍ତ୍ତି କରିଥିଲେ ମାତ୍ର ଗୁରୁତର ଯୋଗୁ ପୀଡ଼ିତା ଏମ୍ସ ସ୍ଥାନାନ୍ତରିତ । ତିନ ଦୁବୃର୍ତ୍ତ ଫେରାର ଥିବାବେଳେ ଛନ ଭିନ କରୁଛି ବଳଙ୍ଗା ପୋଲିସ ।ପ୍ରଶାସନ କଠୋର ରୁ କଠୋରତମ୍ ପଦକ୍ଷେପ ନେବା ପାଇଁ ଜନସାଧାରଣ ରେ ଦାବି ହୋଇଛି ବୋଲି ସୂଚନା । ନା ବାଳିକା ସଂଖ୍ୟା ଲଘୁ ସମ୍ପ୍ରଦାୟର ବୋଲି ସୂଚନା ମିଳୁଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now