କେଉଁଝର :- ଆଷାଢ଼ ମାସ ଶେଷ ଗୁରୁବାର ରେ ପାଳନ ହୁଏ ଆଷାଢି ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ମା ଘଟଗାଁ ବାସିନୀ ତାରିଣୀ ଉପବାସ କରିଥାନ୍ତି । ଦିନ ତମାମ ମା ଙ୍କ ପହଡ଼ ବନ୍ଦ ରହେ ସନ୍ଧ୍ୟାରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ନଡ଼ିଆ ରାଣୀ ମା ତାରିଣୀ ।
Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now
