ଓଡ଼ିଆ ପୁଅ ରିତେଶ ପାଇଲେ ସ୍ଵର୍ଣ୍ଣ ପଦକ

ଭୁବନେଶ୍ଵର :- ବର୍ମିଂହାମ୍,ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ବିଶ୍ୱ ପୋଲିସ୍ ଓ ଅଗ୍ନିଶମ କ୍ରୀଡା ୨୦୨୫ ରେ ପୁରୁଷ (୮୪ କେ.ଜି.) କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶକୁ ଗର୍ବିତ କରିଥିବା ରିତେଶ ରାୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *