୧-ସିଂହ ଦ୍ୱାରେ ଲାଗିଲା ୩ ରଥ, ଆଜି ଅପରାହ୍ନ ୫ ଟାରୁ ରାତି ୧୧ ଯାଏ ହେବ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ।
୨-ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ, ୧୩ ଜିଲ୍ଲା ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ ସୂଚନା ଜାରି।
୩-ଭୁବନେଶ୍ୱର:ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ରାଜ୍ୟ ସରକାର, ପୁଣି ସରକାରଙ୍କ ତାଲିକାଭୁକ୍ତ ହେଲା HDFC, ICICI ଓ Axis ବ୍ୟାଙ୍କ।
୪-ଜୁଲାଇ ୭ରେ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୫-ପୁରୀ:ସାଧୁସନ୍ଥଙ୍କ ପାଇଁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବାପ୍ରଦାନ କଲା କିମସ୍।
୬-ହସପିଟାଲରୁ ଡିସଚାର୍ଜ ହେଲେ ନବୀନ, ଏବେ ନିୟମିତ ହେବ ଫିଜିଓଥେରାପି।
୭-ପୁରୀ ପରେ ବାଲେଶ୍ଵରକୁ ମହାନଗର କରିବାକୁ ଦାବି କଲେ ଶାସକ-ବିରୋଧୀ
୮-ବାହୁଡ଼ାଯାତ୍ରା ରେଳ ସେବାରେ ଅବ୍ୟବସ୍ଥା, ଭୁବନେଶ୍ୱରରୁ ପୁରୀ ଲାଗିଲା ୭ ଘଣ୍ଟା।
୯-କେନ୍ଦୁଝର:ଗୁହାଲଡିହି ଷ୍ଟେସନରେ ୩ ଫୁଟର ପାଣି,ଅଟକିଲା ବନ୍ଦେ ଭାରତ।
୧୦-ଭୁବନେଶ୍ୱର:ଡାଇରିଆକୁ ପ୍ରତିହତ କରିବା ପାଇଁ ପାନୀୟ ଜଳର ଯାଞ୍ଚ କରିବେ SHG ମହିଳା।
୧୨-ବାଲିଚନ୍ଦ୍ରପୁର: ଓଳାଶୁଣି ପିଠରୁ ମିଳିଲା ୧୩୧ ବର୍ଷର ପୁରାତନ ଶିଳାଲେଖ।
୧୨-ପୁରୀ: ଅମାନିଆ ଗାଡ଼ି ଚାଳକଙ୍କୁ ପଡ଼ିଲା ୧ କୋଟି ୧୨ ଲକ୍ଷ ଜୋରିମାନା।
୧୩-ସୁବ୍ରତ ବାଗଚୀଙ୍କ ଟ୍ବିଟ୍:୮ ବର୍ଷ ଚାକିରି, ସରକାରଙ୍କ ଠାରୁ ଦରମା ନେଇଛନ୍ତି ୮ ଟଙ୍କା।ଦାନ କରିଛନ୍ତି ଶହ ଶହ କୋଟି।
୧୪-ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ।
୧୫-ବର୍ମିଂହାମ ଟେଷ୍ଟରେ ଟିମ ଇଣ୍ଡିଆ ଘରୋଇ ଇଂଲଣ୍ଡ ଦଳକୁ ୬୦୮ ରନର ବିଜୟ ଲକ୍ଷ୍ୟ ଦେଇଛି।
୧୬-୧୨୯ ବଲ୍ରୁ ୧୦୦ ରନ ପୂରଣ କଲେ ଗିଲ୍ । ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି।
୧୭-ଓ୍ବରସେଷ୍ଟର, ଇଂଲଣ୍ଡ: ସୂର୍ଯ୍ୟବଂଶୀଙ୍କ ବିଶ୍ବ କୀର୍ତ୍ତିମାନ,୧୯ ବର୍ଷରୁ କମ୍ ଦିନିକିଆରେ କଲେ ଦ୍ରୁତତମ ଶତକ।
୧୮-୮୬.୧୮ ମିଟର ଥ୍ରୋ, ଏନ୍ସି କ୍ଲାସିକ୍ ଟାଇଟଲ୍ ଜିତିଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା।
୧୯-ଅମରନାଥ ଯାତ୍ରା ସମୟରେ ଦୁର୍ଘଟଣା, ୩୬ ଯାତ୍ରୀ ଆହତ।
୨୦-ସମାନତା କ୍ଷେତ୍ରରେ ଭାରତର ବଡ଼ ସଫଳତା, ଚୀନ ଆମେରିକାକୁ ବି ଟପିଲା: ବିଶ୍ୱ ବ୍ୟାଙ୍କ ରିପୋର୍ଟ।
୨୧-ପାକିସ୍ତାନର କରାଚି ଠାରେ କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ; ଉଦ୍ଧାର କାର୍ଯ୍ୟ ଜାରି, ଆହୁରି ବଢ଼ିପାରେ ସଂଖ୍ୟା।
୨୨-୧୨ଟି ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now