ଭୁବନେଶ୍ଵର:- ଡେପୁଟି କମିଶନର ଆକ୍ରମଣ ଘଟଣା ରେ ଡିସିପି କାର୍ଯ୍ୟାଳୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ପହଞ୍ଚିଲା ପରେ ତାଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଛି । ସେପଟେ ତାଙ୍କ ସମର୍ଥକ ମାନେ ବାଣୀବିହାର ଛକ ରେ ରାସ୍ତା ରୋକ କରିଛନ୍ତି । ତଦନ୍ତରେ ସହୋଜଗ କରିବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ରାସ୍ତା ର ଉଭୟ ପାର୍ଶ୍ଵରେ ଗାଡ଼ି ଜ।ମ ହୋଇଥିବା ଦେଖିବାକୁ ମିଳିଛି ।ଅଟକି ରହିଛି ଶହ ଶହ ଗାଡି । ଆତ୍ମ ସମର୍ପଣ ପରେ ଗିରଫ କଲା ପୋଲିସ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now