
ଖୋର୍ଦ୍ଧା:- ତରାବୋଇ ପଞ୍ଚାୟତର ୪ଟି ଗ୍ରାମ ଖୋର୍ଦ୍ଧା ପୌର ପରିଷଦରେ ମିଶୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଓ ପୂର୍ବତନ ସରପଞ୍ଚ ସିରା ଅବରାରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦେଲେ ସ୍ମାରକପତ୍ର।

Subha Khabar is now on Whatsapp
Join and get latest news update delivered to you via whatsapp
Join Now