ଖୋର୍ଦ୍ଧା :- ସମନ୍ତର।ପୂର୍ ଠେଙ୍ଗ।ହ।ଟ ଠାରୁ ବରୁଣେଇ ରାସ୍ତା ର ବଧା ପୋଖରୀ ଠାରେ ଏକ ରକ୍ତାକ୍ତ ଅବସ୍ଥାରେ ଅଚିହ୍ନା ମୃତଦେହ ଉଦ୍ଧାର । ଅଜଣା ଶବ ଟି ପଡ଼ିଥିବା ର ସ୍ଥାନୀୟ ବାସିନ୍ଦା ଙ୍କ ସୂଚନା ଅନୁସାରେ ସେଠାରେ ଲୋକମାନଙ୍କ ର ଗହଳି ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳେ ରେ ପହଞ୍ଚି ଶବ ଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ତଦନ୍ତ ଜ।ରିରଖିଛି ଶିଳ୍ପାଞ୍ଚଳ ପୋଲିସ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now