ପଙ୍ଗାରସିଂହ କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବନ୍ଧୁ ମିଳନ

ଖୋର୍ଦ୍ଧା,(୧୧/୦୧):- ବେଗୁନିଆ ବ୍ଲକ୍ ପଙ୍ଗାରସିଂହ କ୍ଲଷ୍ଟର ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ବନ୍ଧୁମିଳନ ପର୍ବ ଅଂଶୁପା ହ୍ରଦ ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ଶିକ୍ଷକ କିଶୋର ପ୍ରଧାନଙ୍କ ଆବାହକତ୍ୱରେ ପ୍ରାକ୍ତନ ସି ଆର ସି ସି ବିଶ୍ବରଂଜନ ବେହେରା, ପ୍ରଧାନ ଶିକ୍ଷକ ରଞ୍ଜନ ନାୟକ, ବିଶ୍ୱଜିତ୍ ପଟ୍ଟନାୟକ, ଗଙ୍ଗାଧର ବେହେରା,ମଞ୍ଜୁଲତା , ସାଗରିକା ମାଝୀ, ଭାରତୀ ରାଉତ, ଅନାମ ପରିଡ଼ା, ଧ୍ରୁବ ସେଠୀ, ଗୋବିନ୍ଦ ଦେଉରୀ, ଅଖିଳେଶ ମହାପାତ୍ର, ବିପିନ ବିହାରୀ, ପ୍ରଭାକର ମହାପାତ୍ର, ଉଦ୍ଧବ ବାରିକ,ସୁମିତ୍ରା ଦେଉରି ଅବକାଶ ସେଠୀ ପ୍ରମୁଖ ଏ ବନ୍ଧୁ ମିଳନକୁ ଭୂୟସୀ ପ୍ରଶଂସା କରିଥିଲେ ।

ଆମେ ଏକାଠି ରହି ଆମ କ୍ଲଷ୍ଟରର ସୁନାମ ଆଣିବା ଓ ସମସ୍ତେ ଏ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ବୋଲି କହିବା ସହିତ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *