ଅର୍ମାନ୍ ର ଜନ୍ମଦିନରେ ପଥିକଙ୍କୁ ପଣା ବଣ୍ଟନ

ବାଙ୍କୀ  : – (ଶୁଭ ଖବର)ପଣ୍ଡାଳମର ଶିକ୍ଷକ ଚିନ୍ମୟ କୁମାର ପଣ୍ଡା ଙ୍କ ଜ୍ୟେଷ୍ଠ ପୁତ୍ର ଅର୍ମାନ ର ୧୦ ତମ ଶୁଭ ଜନ୍ମଦିନ ଅବସରରେ ଗୋବିନ୍ଦପୁର ବଜାର ଠାରେ ଦହି ପଣା ବଣ୍ଟନ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯକ୍ରମ କରଯାଇଥିଲା l

ସମସ୍ତ ପଥିକ ଦହି ପଣା ପିଇ ଅଭିନନ୍ଦନ ଓ ଶୁଭ ମନାସୁ ଥିଲେ l ଦୀପ୍ତି ରଞ୍ଜନ ପଣ୍ଡା,କବି ଗଙ୍ଗାଧର ଓଝା, ମନୋରଞ୍ଜନ ପଣ୍ଡା, ଅରୁଣ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର ପାଣିଗ୍ରାହୀ, ଅନୁପମା ତ୍ରିପାଠୀ, ଶିକ୍ଷକ ଅଖିଳେଶ ମହାପାତ୍ର ଙ୍କ ସହିତ ଶୀତଳଷଷ୍ଠୀ ମହୋତ୍ସବ କମିଟି ର ସଦସ୍ୟମାନେ ସହଯୋଗ କହିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *