୮ମନ୍ତ୍ରୀଙ୍କୁ ମିଳିଲା ନୂଆପଡା ଉପନିର୍ବାଚନ ଦାୟିତ୍ୱ

ଭୁବନେଶ୍ବର, (୨୩/୧୦):- ରାଜ୍ୟ ସରକାର ଙ୍କ ୮ମନ୍ତ୍ରୀଙ୍କୁ ୮ଜୋନ୍ ଦାୟିତ୍ୱ ଦେଲା ବିଜେପି ।ବଞ୍ଜରୀ ପାଇଁ ରବି ନାରାୟଣ ନାଏକ, ସୁନାଦେଇ ପାଇଁ ଗଣେଶ ରାମସିଂ ଖୁଣ୍ଟିଆ,  ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ,ଜୟଜଂଘା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର,କୋନାଭଇରା ପାଇଁ  ବିଭୁତି ଭୂଷଣ ଜେନା,ଯୋଗେଶ୍ୱର ପାଇଁ  ନିତ୍ୟାନନ୍ଦ ଗଣ୍ଡ,ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଓ ଖରିଆର ରୋଡ଼ ଏନଏସି ପାଇଁ କୃଷ୍ଣ ଚନ୍ଦ୍ର ମହାପତ୍ରଙ୍କୁ ଦାୟିତ୍ୱ ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *