ବିଜେଡି ରୁ ନିଲମ୍ବିତ ହେଲେ ଶ୍ରୀମୟୀ

ଭୁବନେଶ୍ଵର, (୨୩/୯):- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରୁ ନିଲମ୍ବିତ ହେଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳ ର ଉପ ସଭାପତି ମୁଖ୍ୟାଳୟ ପ୍ରତାପ ଜେନା ନିଲମ୍ବିତ କରିଛନ୍ତି ।ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *