ନୂଆ ଉପ ରାଷ୍ଟ୍ରପତି ହେଉଛନ୍ତି ଏନ ଡି ଏ ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନ୍ । ୪୫୨ ଖଣ୍ଡ ପ୍ରଥମ ପସନ୍ଦ ର ଭୋଟ ସହ ବିଜୟୀ ହୋଇଛନ୍ତି ସି ପି ରାଧାକ୍ରିଷ୍ଣନ୍ । ଇଣ୍ଡିଆ ମେଣ୍ଟ ର ପ୍ରାର୍ଥୀ ୩୦୦ ଭୋଟ ପାଇଛନ୍ତି । ମୋଟ ୭୬୭ ଭୋଟ ଦେଇଛନ୍ତି । ବି ସୁଦର୍ଶନ ରେଡ୍ଡୀ ପରାସ୍ତ ହୋଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now