ଖୋର୍ଦ୍ଧା, (୨୫/୦୮) :- ୧୬ ନମ୍ବର ଜାତୀୟ ରାଜପଥ ର ଜଂକିଆ ଥାନା ନିକଟରୁ ବିପୁଳ ପରିମାଣର ନକଲି ଟାଟା DEF ଜବତ ହୋଇଛି ଓ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ । ଟାଟା କମ୍ପାନୀ ପକ୍ଷରୁ ଅଭିଯୋଗ ପରେ ଚାରୋଟି ଦୋକାନ ଉପରେ ପୋଲିସ ଓ କମ୍ପାନୀ ପକ୍ଷରୁ ଚଢାଉ ହୋଇଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now