ଶଙ୍ଖ ଭବନ ରେ ବିଜୁ କୃଷକ ସାମୁଖ୍ୟ ବୈଠକ

ଭୁବନେଶ୍ୱର :- ବିଜୁ କୃଷକ ସାମୁଖ୍ୟ ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ସରକାରଙ୍କ ଚାଷୀ ମାରଣ ନୀତି ଓ ଚାଷୀଙ୍କ ସମସ୍ୟା ସମ୍ବଧିତ ବୈଠକ ଅନୁଷ୍ଠିତ ।

ଏହି ବୈଠକ ରେ  ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ମଞ୍ଚାସିନ ଥିଲାବେଳେ ବୈଠକ ରେ ବିଜେଡି ର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ରୁ ପ୍ରମୁଖ ଚାଷୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ବୈଠକ ରେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ ଚାଷୀ ମାରଣ ନୀତି ସମ୍ପର୍କରେ ଆଲୋଚନା ପର୍ଯ୍ୟଲୋଚନା କରାଯାଇଛି । ଏକ ଚାଷୀ ଆନ୍ଦୋଳନ କରାଯିବ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *