ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ନିର୍ଦ୍ଦେଶନାମା ସଂଖ୍ୟା PR-BDO-ESTT-0052 -2024-20019/PR&DW ତା ୨୩.୦୭.୨୦୨୫ ଅନୁଯାୟୀ ବାଣପୁର ବ୍ଲକ୍ ରେ କାର୍ଯ୍ୟରତ ବିଡ଼ିଓ ଶିତଲ ଅଗ୍ରୱାଲ ଙ୍କୁ ବୋଲଗଡ ବିଡ଼ିଓ ଭାବେ ବଦଳି କରାଯାଇଛି ।

ବୋଲଗଡ ବିଡ଼ିଓ ଙ୍କୁ ଜିଲ୍ଲା ମୁଖ୍ୟାଳୟ କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଫେରାଇ ନିଆଯାଇଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now