ଲାଞ୍ଚ ନେବାରେ ଓଡ଼ିଶା ଏକନମ୍ବର ହେବ :
ପ୍ରତିମାସରେ କେହି ନା କେହି ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି
ଭୁବନେଶ୍ବର: ଗତ କିଛି ମାସ ପ୍ରତି ମାସରେ ଦୁଇଚାରି ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ସେମାନଙ୍କର ଆୟ ଠାରୁ ୫୦ ଶହେଗୁଣ ଅଧିକ…
