ବରଗଡ :- ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ।ମନରେଗା ବିଲ୍ କରିବା ପାଇଁ ପୂର୍ବତନ ସରପଞ୍ଚଙ୍କ ଠୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଯନ୍ତ୍ରୀ ।

Advertisement
Subha Khabar is now on Whatsapp
Join and get latest news update delivered to you via whatsapp
Join Now
