ଭୁବନେଶ୍ବର,(୨୪/୧୨):- ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନସଚିବ
ହେବେ ଅନୁ ଗର୍ଗ । ହେବେ ନୂଆ ମୁଖ୍ୟ ଶାସନ ସଚିବ
ରାଜ୍ୟର ପ୍ରଥମ ମହିଳା ମୁଖ୍ୟସଚିବ ହେବେ ଅନୁ ଗର୍ଗ ।
ଏବେ ଉନ୍ନୟନ କମିଶନର ଭାବେ ଦାୟିତ୍ବ ତୁଲାଉଛନ୍ତି ଅନୁ ଗର୍ଗ
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now