ଖୋର୍ଦ୍ଧା :- ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଏ.ସି.ସି. ଛକ ରେ ଥିବା ଏକ କ୍ରସର୍ କୁ ଲିଜ୍ ନେଇଥିଲେ ।ଗତରାତିରେ ଲଲାଟେନ୍ଦୁ ମାଝି (୨୮ ), ଗ୍ରାମ-ଲୁଣି ସାହି, ପୋ- ବାଉଁଶ ଗଡ, ଜିଲ୍ଲା- ନୟାଗଡ଼ ବୋଲି ଜଣାପଡିଛି l ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଏ.ସି.ସି. ଛକ ରେ ଥିବା ଏକ କ୍ରସର୍ କୁ ଲିଜ୍ ନେଇଥିଲେ, ସେ ନିଜ କାର୍ଯ୍ୟାଳୟ କକ୍ଷରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛିl ଆତ୍ମହତ୍ୟାର କାରଣ ମୁଣ୍ଡିଆ ନ ଚାଲିବା,କ୍ରସର ବନ୍ଦ ଯୋଗୁଁ ଅଧିକ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଆଲୋଚନା ହେଉଛି । ସଦର ପୋଲିସ ଏକ ହତ୍ୟା ମାମଲା କେସ୍ ନମ୍ବର-୨୮୦ /୨୦୨୫ ରୁଜୁ କରି ତଦନ୍ତ ଜାରି ରଖିଛି l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
