ରାଜଭବନ ସମ୍ମୁଖ ରେ ବିଜେଡି ର ବିଶାଳ ଗଣଧାରଣା

ଭୁବନେଶ୍ବର :- ଚାଷୀମାରଣ ନୀତି , ସାର ତ କଳା ବଜାରି, ଚାଷୀ କୁ ସାର ନମିଳିବା ପ୍ରତିବାଦ ରେ  ବିଶାଳ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଭୁବନେଶ୍ବର ରାଜଭବନ ସମ୍ମୁଖ ରେ ଅନୁଷ୍ଠିତ ଗଣଧାରଣା ହଜାର ହଜାର ସଂଖ୍ୟା ରେ ଏକାଠି ହୋଇ ଡବଲ ଇଞ୍ଜିନ ସରକାର ଙ୍କ ଚାଷୀ ମ।ରଣ ନୀତି ଉପରେ ବର୍ଷି ଥିଲେ ବିଜେଡି ନେତ୍ରୁ ମଣ୍ଡଳୀ, ଯୁବ ଛାତ୍ର ମହିଳା ମହିଳା ସାମିଲ ହୋଇ  ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ ହଜାର ହଜାର ଚାଷୀ ।

Advertisement

ପରେ ପରେ ବିଜେଡି ର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମସ୍ତ ନେତୃମଣ୍ଡଳୀ ସହ ନିଜ ନିର୍ବାଚନ ମଣ୍ଡଳୀ ର ଛାମୁଆ ଚାଷୀ ଭାଇଙ୍କ ସହ ସାମିଲ ହୋଇଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *