ଗାଁ ରେ ଅଭିଯୋଗ ଶୁଣିବ ପ୍ରଶାସନ

ଖୋର୍ଦ୍ଧା ,(୧୪/୦୯):- ଆସନ୍ତା କାଲି ୧୫.୦୯.୨୦୨୫ରିଖ ସୋମବାର ପୂର୍ବାହ୍ନ ଘ ୧୦.୩୦ମୀ ସମୟରେ ବାଣପୁର ବ୍ଲକର କୁଲେଇ, ବେଗୁନିଆ ବ୍ଲକର ପାଙ୍ଗାରସିଂହ, ବୋଲଗଡ଼ ବ୍ଲକର ବାଙ୍କୋଇଦେଶ, ଚିଲିକା ବ୍ଲକ ର ଜରିପଡା, ଖୋର୍ଦ୍ଧା ବ୍ଲକର କୁରଧମାଳ ଏବଂ ଟାଙ୍ଗୀ ବ୍ଲକର ବଡପୋଖରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଲ୍ଲୀରେ ପ୍ରଶାସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସେବା ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଗାଇଦିଆଯିବ ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ସର୍ବସାଧାରଣ ଙ୍କ ଅଭିଯୋଗ ଶୁଣାଣି କରିବେ ।ନିର୍ଦ୍ଧାରିତ ସମୟ ଓ ସ୍ଥାନ ରେ ଉପସ୍ଥିତ ରହି  ଶିବିର ଟିକୁ ସଫଳ କରିବେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *