ବିଜେଡି ରୁ ନିଲମ୍ବିତ ହେଲେ ଏନ୍ ଏ ସି ଉପାଧ୍ୟକ୍ଷ।

ଭୁବନେଶ୍ୱର:- ଦଳ ବିରୋଧୀ କାର୍ଯ୍ୟପାଇଁ ବିଜେଡି ରୁ ନିଲମ୍ବିତ ହେଲେ ଏନ୍ ଏ ସି ଉପାଧ୍ୟକ୍ଷ। । ଦଳ ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ହେଲେ ନିଲମ୍ବିତ । ନିଲମ୍ବିତ ଉପାଧ୍ୟକ୍ଷ। ହେଲେ ବରଗଡ ଜିଲ୍ଲା ପଦ୍ମପୁର ର ଭାରତୀ ପଟ୍ଟନାୟକ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *