ଭୁବନେଶ୍ୱର :- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୧୫ ଜଣ ନାରୀନେତ୍ରୀମାନଙ୍କୁ ମହିଳା ବ୍ୟାପାର ର ୩ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ। ଓ ୧୨ ଜଣଙ୍କୁ ସାଧାରଣ ସମ୍ପାଦକ। ରୂପେ ନିଯୁକ୍ତ କରିଛନ୍ତି।
ବରିଷ୍ଠ ସାଧାରଣ ସଂପାଦିକା ଭାବେ ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର ଓ ସାଧାରଣ ସଂପାଦିକା ଭାବେ ସୁଲୋଚନା ଦାସ,ସୁଲତା ଦେଓ,ବର୍ଷା ସିଂହ ବରିହା ,ସର୍ମିଷ୍ଠା ସେଠୀ,ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର, ମିନତୀ ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଡିଆନ୍,ଦୀପାଳି ଦାସ, ରଞ୍ଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ ଙ୍କୁ ନିଯୁକ୍ତ କରିଛନ୍ତି ।

V
Subha Khabar is now on Whatsapp
Join and get latest news update delivered to you via whatsapp
Join Now