ଖୋର୍ଦ୍ଧା :- -ଖୋର୍ଦ୍ଧା ଜିଲା ଲିଗାଲ ସେଲ ଓ ଜିଲା ଅଧିବକ୍ତା ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା କୋର୍ଟ ପରିସରରୁ ଶତାଧିକ ଆଇନଜିବୀ ହାତରେ ତ୍ରିରଙ୍ଗା ଧରି ବ୍ଯାଙ୍କ ଛକ ପର୍ଯ୍ୟନ୍ତ ପଦଯାତ୍ରା କରି କୋର୍ଟ କୁ ପ୍ରତ୍ଯାବର୍ତ୍ତନ କରିଥିଲେ ଏବଂ ଲୋକଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ।

ରାଜ୍ୟ ଅଧିବକ୍ତା ପରିଷଦ ସଭାପତି ଅଜିତ ପଟନାୟକ, ଜିଲ୍ଲା ବିଜେପି ଆଇନ ପ୍ରକୋଷ୍ଠ କୋ୍ଡିନେଟର ଲୋତକ ବିନ୍ଦୁ ପଟନାୟକ, ଜିଲ୍ଲା ଅଧିବକ୍ତା ସଭାପତି ପବିତ୍ରମୋହନ ରାଜଗୁରୁ. ଖୋର୍ଦ୍ଧା ଓକିଲ ସଙ୍ଘ ସଭାପତି ଜୀବନ ଜ୍ୟୋତି ମିଶ୍ର. ମନୋଜ ପଟନାୟକ, ଅଜିତ ମିଶ୍ର. ଆରତୀ ପଟନାୟକ, ଗଜଲକ୍ଷ୍ମୀ ଷଡ଼ଙ୍ଗୀ, ସ୍ମିତା ମିଶ୍ର, ପ୍ରଭଞ୍ଜନ ଜେନା, ଲକ୍ଷ୍ମଣ ପରିଡା, ବଳରାମ ସାହୁ, ରାକେଶ ମହାପାତ୍ର, ତାପସ ଦଳବେହେରା, ନବୀନ ମହାପାତ୍ର, ପ୍ରଶାନ୍ତ ବେହେରା,ଦେବଦତ୍ତ ବିଶ୍ୱାଳ, ବିଶ୍ୱକେଶ ମହାପାତ୍ର ପ୍ରଦୀପ ମିଶ୍ର, ନିରଞ୍ଜନ କର, ବସନ୍ତ ଭଞ୍ଜ ଙ୍କ ସମେତ ଅନ୍ଯ ମାନେ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now