ଖୋର୍ଦ୍ଧା : – ଜାତୀୟ ରାଜପଥ ର ବାଘମାରି ବାମଡ଼ିହ ମଝିରେ କାର ବାଇକ ମୁଁହାମୁଁହି ଧକା । ଦୁଇ ବାଇକ ଚାଳକ ଗୁରୁତର, ଦୃଘଟଣା ପରେ ବିଲ ଭିତରକୁ ଓଲଟିଲା କାର ।

ଆହତ ଙ୍କୁ ଉଦ୍ଧାର କରିଛନ୍ତି ଅଞ୍ଚଳ ବାସି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now