ଶରୀର ର ୮୦% ପୋଡ଼ିଯାଇଥିବା ସୂଚନା
ଖୋର୍ଦ୍ଧା :- ଜଟଣୀ ଥାନା କୁସମାଟି ତାରିଣୀ ନଗର ରେ ପାରିବାରିକ କଳହ ରୁ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ।ମହିଳାଙ୍କ ଦେହରେ ନିଆଁ ଲାଗି ୮୦% ପୋଡ଼ିଯାଇଥିବା ସୂଚନା ମିଳିଛି
ଜଳୁଥିବା ଅବସ୍ଥାରେ ଜଟଣୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜଟଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭାର୍ତ୍ତି କରିଥିଲା ମାତ୍ର ଗୁରୁତର ଥିବାରୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ନାଁ ରୁବି ବିବି,ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ପହଁଚି ଘଟଣା ର ଅଧିକ ଅନୁଧ୍ୟାନ ଜାରି ରଖିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
