ପୁଣି କୂଳ ଲଂଘିଲା ସମୁଦ୍ର

ଜଗତସିଂପୁର : ପୁଣି କୂଳ ଲଂଘିଲା ସମୁଦ୍ର । ଜଗତସିଂପୁର ନିକଟସ୍ଥ ଶିଆଳି ଠାରେ କୂଳ ଲଂଘିଲା ସମୁଦ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁ ସମୁଦ୍ର ଆସନ୍ତା ରହିଛି ।୫୦୦ମିଟର ଆଗକୁ ଆସିଲା ସମୁଦ୍ର ।ଜନବସତି ଆଡ଼କୁ ସମୁଦ୍ର ମାଡ଼ି ଆସିଥିବାରୁ ଲୋକ ଭୟଭୀତ । ବେଳାଭୂମି ନିକଟ ରେ ଥିବା ଦୋକାନ ରେ ପାଣି ପଶିଛି ।ସେଠାକାର ଲୋକ ଭୟଭୀତ ଥିବାର ସୂଚନା ମିଳିଛି । ପ୍ରଶାସନ ଆଶୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଜନ ସଧାରଣ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *