ହଷ୍ଟେଲ ରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରାୟଗଡ଼ା :- ଏକ ଘରୋଇ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ର ଟି ବାୟୋଟେକ୍ ଦ୍ୱିତୀୟ ବର୍ଷ ର ଛାତ୍ର ଥିଲେ । ମୃତଦେହ କୁ ଉଧାର କରିଛି ଗୁଣୁପୁର ପୋଲିସ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *