ଛାତ୍ରୀ ନିର୍ଯାତନା…ଅଧ୍ୟାପକ ଗିରଫ

ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ

ସମ୍ବଲପୁର:- ଗଙ୍ଗାଧର ମେହେର ମହାବିଦ୍ୟାଳୟ ରେ ଛାତ୍ରୀ ନିର୍ଯାତନା ଅଭିଯୋଗ । ଶିକ୍ଷା ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନା ଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ଆଧାର ରେ ଗିରଫ କରିଛି ମହିଳା ଥାନା ପୋଲିସ ।ଗିରଫ ନେଇ ସ୍ପଷ୍ଟ କଲେ ଏସପି ।ଛାତ୍ରୀ ଜଣକ Intigrated  B. ed ର ଛାତ୍ରୀ ଥିବା ସୂଚନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *