ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ବର୍ଗତଃ ଅକ୍ଷୟ ଛୋଟରାୟ

ଖୋର୍ଦ୍ଧା – ୧୯/୫ -ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କନପୁର୍ ଗ୍ରାମପଞ୍ଚାୟତର ମଳିପଡା ଗ୍ରାମର ସ୍ଵର୍ଗତ ଅକ୍ଷୟ କୁମାର ଛୋଟରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦ୍ଗତୀ କାମନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ପୂର୍ବତନ ବିଧାୟକ ଙ୍କ ଏତାଦୃଶ କାର୍ଯ୍ୟକ୍ରମ ପାଇଁ ସ୍ବର୍ଗତ ଛୋଟରାୟ ଙ୍କ ପରିବାର, ବନ୍ଧୁ ବାନ୍ଧବ ଓ ଅଞ୍ଚଳ ବାସି ପ୍ରଂଶସl କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *