ଯୁକ୍ତ ଦୁଇ ପରୀକ୍ଷା ପ୍ରକାଶ ପାଇଛି. ବୋଲଗଡ ଗ୍ରାମର ସୋନାଲି ଶୁଭଦର୍ଶୀନୀ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅଧ୍ୟୟନ କରି ଯୁକ୍ତ ଦୁଇ ବିଜ୍ଞାନ ରେ 533 ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ବୋଲଗଡ ମାଟିର ଗର୍ବ ଓ ଗୌରବ । ତାଙ୍କର ପିତା ମନୋଜ କୁମାର ସେଠୀ ଜଣେ ସାଧାରଣ ଗୃହ ରକ୍ଷୀ, ଏବଂ ମାତା ମନୋରମା ଜଣେ ସୁ ଗୃହିଣୀ ଅଟନ୍ତି । ତାଙ୍କର ଏ ସଫଳତା ପାଇଁ ସମସ୍ତ ଅଞ୍ଚଳବlସି ତାଙ୍କୁ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ସୋନାଲି ର ଉତ୍ତୋରତ୍ତର ଉନ୍ନତି କାମନା କରି ଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now