ଟାଟା ପାୱାର ର ମନମ।ନି ଓ ରାଜ୍ୟ ସରକାରଙ୍କର ନିରବତା ବିରୋଧ ରେ ପ୍ରତିବାଦ

ଭୁବନେଶ୍ଵର,(୧୮/୧୨);- ବିଜୁ ଯୁବ ଛାତ୍ର ଜନତା ଦଳ ଓଡ଼ିଶା ତରଫରୁ ଟାଟା ପାୱାର ର ଅତିରିକ୍ତ ସୁରକ୍ଷା,ଜମା ନୋଟିସ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟାଇବା ଦାବିରେ ବିକ୍ଷୋଭ ଓ ଧାରଣା ଭୁବନେଶ୍ଵର ର ପାୱାର ହାଉସ ଛକ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।



ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ଛାମୁଆ ସଂଗଠନ ର କର୍ମକର୍ତ୍ତା ଙ୍କ ସହ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।  ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ବହୁ କର୍ମୀ ଯୋଗ ଦେଇଥିଲେ ।



ପ୍ରତିବାଦ ସଭା ପରେ ଯୁବ ଛାତ୍ର ମାନେ ପ୍ରତିଜ୍ଞାତ୍ମକ ଭାବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ର ଅଫିସ ସମ୍ମୁଖରେ ବିଦ୍ୟୁତ୍ ମିଟର ଗୁଡ଼ିକୁ ଭାଗିବା ସହ   ବିଜେଡି ର ଏକ ପ୍ରତିନିଧି ମଣ୍ଡଳୀ ଟାଟା ପାୱାର ର ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *