କଟକ,(୨୩/୧୧);- ଏକ ତରଫା ପ୍ରେମ ପାଇଁ ଜଘନ୍ୟ କାଣ୍ଡ। ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଅପହରଣ କଲା ଯୁବକ। ଅପହରଣ ପରେ ମାରଣାସ୍ତ୍ର ଦେଖାଇ ଜବରଦସ୍ତି କଲେ ବିବାହ। ୧୫ ଦିନ ହେବ ବନ୍ଦୀ କରି ଘରେ ରଖିଥିଲେ । ସୁଯୋଗ ଦେଖି ଖସି ଆସିଥିଲେ ଯୁବତୀ। ଖସି ଆସି ମହିଳା ଥାନାରେ ଅଭିଯୋଗ କଲେ ଯୁବତୀ। ଅଭିଯୋଗ ଆଧାରରେ ଯୁବକଙ୍କୁ ବନ୍ଧିଲା ମହିଳା ଥାନା ପୋଲିସ। ଗିରଫ ଅଭିଯୁକ୍ତ ରିତିକ୍ ନାୟକ।କଟକରୁ ଗିରଫ କଲା କମିଶନରେଟ୍ ପୋଲିସ। ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ସହ ପୂର୍ବରୁ ପରିଚିତ ଥିବାର ସୁଯୋଗ ନେଇ ଅପହରଣ କରିଥିବା କହିଛି ପୋଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now