ବଢିବ ସାପ କାମୁଡା କ୍ଷତିପୂରଣ ରାଶି

ଭୁବନେଶ୍ବର:- ବଢିବ ସାପ କାମୁଡା ରେ ମୃତକଙ୍କୁ ଅନୁଦାନ ରାଶି । ସାପ କାମୁଡା ରେ ମୃତକ ଙ୍କ ପରିବାର କୁ ମିଳୁଛି ୪ ଲକ୍ଷ ଟଙ୍କା ଅନୁଦାନ ରାଶି । ମାନ୍ୟବର ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ ଆଧାରରେ ସାପ କାମୁଡା ରେ ମୃତକଙ୍କୁ ପରିବାର କୁ ମିଳିବ ୧୦ ଲକ୍ଷ୍ ଟଙ୍କା। ଏହା ପ୍ରତ୍ୟେକ ରାଜ୍ୟ ରେ ଲଗୁହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *