ବାଙ୍କୀ: – ଭସାଣୀ ଯାତ୍ରା ବେଳେ ଡିଜେ ସାଉଣ୍ଡ୍ରୁ ଯୁବକଙ୍କ ମୃତ୍ୟୁ ସୂଚନା ।
ବାଙ୍କୀ ଥାନା ସୁବର୍ଣ୍ଣପୁରରେ ଖୁଦୁରୀକୁଣି ଭସାଣ ଯାତ୍ରା ବେଳେ ମୃତ୍ୟୁ ।ଡିଜେ ଗାଡ଼ି ପାଖରେ ନାଚୁ ଥିବା ବେଳେ ହୃଦଘାତରେ ମୃତ୍ୟୁ ସୂଚନା ।ବାଙ୍କୀ ଉପଖଣ୍ଡ ହସ୍ପିଟାଲ୍ରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now