ପ୍ରବଚକ କରୁଥିଲେ ଚୋରି,  ଗିରଫ କଲା ପୋଲିସ

ଭୁବନେଶ୍ୱର:  ଭରତପୁର ଥାନା ଅଂଚଳରେ କିଛିଦିନ ତଳେ ଖଣ୍ଡଗିରି ବାରି ଅଞ୍ଚଳରେ ରହୁଥିଲା ଶୁଭଶ୍ରୀ ନାୟକ ଙ୍କ ଘରେ ହୋଇଥିଲା ଚୋରି । ଦିନରେ ଘରେ କେହିନଥିଲା ବେଳେ ଏକ ରଡ ସାହାଯ୍ୟରେ ତାଲା ଖୋଲି ଆଲାମିର। ରେ ଥିବା ପାଞ୍ଚ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମ ସୁନା ଚୋରି କରିଥିଲା ଚୋର ପ୍ରବାଚକ ମନୋଜ ସିଂହ । ତାଙ୍କଠାରୁ ପୋଲିସ ଜବତ କରିଛି ଏକ ଲକ୍ଷ ଟଙ୍କା ,  ୫୦ ଗ୍ରାମ ସୁନା ସ୍କୁଟି ଜବତ କଲା ଭରତପୁର ଥାନା ପୋଲିସ ।ସେ ଆଗରୁ ଲାପଟପ୍ ଚୋରି ରେ ଗିରଫ ହୋଇଥିଲା ତାଙ୍କ ନାମରେ ୧୦ ଟି ଥାନାରେ ମାମଲା ଅଛି । ଚୋରି ନ କରିବାକୁ ୟୁଟ୍ୟୁବ ରେ ଭାଷଣ ଦେଉଥିବା ବେଳେ ନିଜେ ଚୋରି କରୁଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *