ଖୋର୍ଦ୍ଧା :- ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ମାସ ତଳେ ଏକ ଦୁର୍ଘଟଣା ଘଟି ଯୁବକ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଅଟ୍ରି ଗ୍ରାମର କରୁଣା କର ଚମ୍ପତି ଚିକିତ୍ସା କରି ସୁସ୍ଥ କରିଛନ୍ତି। ଏହି ଯୁବକ ଜଣକ ପରିଚୟ ମିଳିଲେ ବାଘମାରି ଥାନା କିମ୍ୱା 86580 23443 ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି କରୁଣାକର ଚମ୍ପତି
Subha Khabar is now on Whatsapp
Join and get latest news update delivered to you via whatsapp
Join Now