ବିଜେଡି ରୁ ନିଲମ୍ବିତ ହେଲେ କାଉନସିଲର

ଭୁବନେଶ୍ୱର:- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରୁ ନିଲମ୍ବିତ ହେଲେ କାଉନସିଲର । ରାଜଗାଙ୍ଗପୁର ମ୍ୟୁନିସିପାଲଟି ର ୧ ନଂ ୱାର୍ଡ ର କାଉନସିଲର କୌଶଲ୍ ସିଂହଙ୍କୁ ନିଲମ୍ବନ କରିଛି ବିଜେଡି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *