ଓ ଏ ଏସ ଅଫିସର ଙ୍କ ନାମରେ ଥାନାରେ ଅଭିଯୋଗ

ଭୁବନେଶ୍ୱର:- ଓ ଏ ଏସ ଅଫିସର ଙ୍କ ନାମରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କଲେ ପତ୍ନୀ । ଓ ଏ ଏସ ସାର୍ଥକ ସୌରଭ ମହାପାତ୍ର ଙ୍କ ନାମରେ ଅଭିଯୋଗ ଆଣିଲେ ପତ୍ନୀ ଅର୍ଚ୍ଚନା ଦାଶ। ସ୍ତ୍ରୀ ଙ୍କ ଚରିତ୍ର କୁ ସନ୍ଦେହ କରି ପୁଅ ଜନ୍ମ ର ଦୁଇ ଦିନ ପରେ ମେଡିକାଲ ରୁ ଛାଡ଼ି ଚାଲିଗଲେ ଓ ଫୋନ ଉଠାଉ ନାହାନ୍ତି ସ୍ବାମୀ । ୧୫ ମାସ ରେ ବୈବାହିକ ଜୀବନ ପରେ ଭୁଲିଗଲେ ସ୍ବାମୀ  ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ ଅର୍ଚ୍ଚନା । ସ୍ବାମୀ ଏବେ ଓ ଏସ ଡି ଏମ୍ ଏ ର ଡିଯିଏମ୍ ଅଛନ୍ତି ସ୍ବାମୀ ।

ଅର୍ଚ୍ଚନା ଦାଶ ଙ୍କ ସବୁ ଅଭିଯୋଗ ର ଜବାବ ଥାନାରେ ଦେବୀ ବୋଲି କହିଛନ୍ତି ଓ ଏ ଏସ ଅଧିକାରୀ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *