ଭୁବନେଶ୍ୱର :- ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା । ସେ ଭୁବନେଶ୍ୱର ଡିଭିଜନ III ର ସହକାରୀ ଯନ୍ତ୍ରୀ ।ଭିଜିଲାନ୍ସ ଦ୍ବାରା ୧୦ ଟି ଜାଗାରେ ଚଢାଉ ଜାରି ରହିଛି । ଭୁବନେଶ୍ୱର ର ୮ଟି ଓ ନୟାଗଡ ଜଗନ୍ନାଥ ପ୍ରସାଦ ରେ ଥିବା ପୈତୃକ ଘର ଓ ଶଶୁର ଘରେ ଚାଲିଛି ଚଢାଉ । ଏହି ଚଢାଉ ଟିମ୍ ରେ ୭ ଜଣ ଡି ଏସ୍ ପି, ୫ଜଣ ଇନସ୍ପେକ୍ଟର ଓ ୧୧ଜଣ ସବ ଇନ୍ସପେକ୍ଟର ସାମିଲ ଥିବା ସୂଚନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now