ପୁଣି ଆଇ. ଏ .ଏସ. ସ୍ତରରେ ଅଦଳ ବଦଳ କଲେ ସରକାର

ଭୁବନେଶ୍ୱର:- ୧୩ଆଇ ଏ ଏସ ଅଫିସର ଙ୍କୁ ବଦଳି କରିଛନ୍ତି ସରକାର ।
ରାଜେଶ ପ୍ରଭାକର ପାଟିଲ- ସମବାୟ ସଚିବ,ବିଜୟ କେତନ ଉପାଧ୍ୟାୟ- ସଂସ୍କୃତି ସଚିବ, ସମର୍ଥ ବର୍ମା- ଲଘୁ ଖଣିଜ ଦ୍ରବ୍ୟ ସଚିବ,ଦୀପଙ୍କର ମହାପାତ୍ର -ସିଇଓ, ହକି ପ୍ରମୋସନ କାଉନ୍‌ସିଲ୍‌, ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଧର୍ମଗଡ ଭାବେ, ପ୍ରଣିତା ଦାସ, ଉପ ଜିଲ୍ଲାପାଳ, ବାଲିଗୁଡା ଭାବେ, କସ୍ତୁରୀ ପଣ୍ଡା ଉପ ଜିଲ୍ଲାପାଳ କରଞ୍ଜିଆ, ଅଭିଷେକ ଦିଲ୍ଲୀପ ଦୁଧାଲ ଉପ ଜିଲ୍ଲାପାଳ ଗୁଣୁପୁର, ଆସ୍ନୀ ଏ ଏଲ ଉପଜିଲ୍ଲାପାଳ ନବରଙ୍ଗପୁର, ସି ସରବନମ ଉପ ଜିଲ୍ଲାପାଳ କୁଚିଣ୍ଡା, ଶିବ ମ।ଲଭ୍ୟ, ଆନନ୍ଦପୁର ଉପ ଜିଲ୍ଲାପାଳ ଭାବେ , ତେଜସ୍ଵୀନି ବେହେରା, ସୁନ୍ଦରଗଡ ଉପ ଜିଲ୍ଲାପାଳ ଭାବେ, ଅବିନାଶ କୁମାର ଉପ ଜିଲ୍ଲାପାଳ ବ୍ରହ୍ମପୁର ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *