ହାଇସ୍କୁଲ ପାଚେରୀ ନିକଟରୁ ନର କଙ୍କାଳ ଉଦ୍ଧାର

ବାଙ୍କୀ: ବୈଦେଶ୍ୱର୍ ଥାନା କଳାପଥର ଧଳାପଥର ହାଇସ୍କୁଲ ପାଚେରୀ ନିକଟରୁ ଅଚିହ୍ନା ନର କଙ୍କାଳ ଉଦ୍ଧାର। ଏହା କେଉଁଆଡ଼ୁ ଆସିଲା ତାକୁ ନେଇ ଉଠୁଛି ପ୍ରଶ୍ନ। କେହି ପ୍ୟାକେଟ କରି ଫିଙ୍ଗି ଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ବୈଦେଶ୍ୱର୍ ଥାନା ପୋଲିସ ର ଛାନଭିନ କରୁଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *