ସୋନପୁର :- ଗଞ୍ଜେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ । ଉକ୍ତ ଗାଡ଼ିରେ ୫ ରୁ ୬ କ୍ଵିଣ୍ଟାଲ ଗଞ୍ଜେଇ ଥିବା ସୂଚନା । ଯାହାର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ।ତରଭା ଥାନା ମେଣ୍ଢା ନିକଟରେ ଚାଲାଣ ହେଉଥିଲା ଗଞ୍ଜେଇ ।ଘଟଣା ସ୍ଥଳରୁ ଚାରି ଜଣକୁ ଗିରଫ କରି ତଦନ୍ତକରୁଛି ପୁଲିସ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now