ଭୁବନେଶ୍ଵର :- ବର୍ମିଂହାମ୍,ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ବିଶ୍ୱ ପୋଲିସ୍ ଓ ଅଗ୍ନିଶମ କ୍ରୀଡା ୨୦୨୫ ରେ ମହିଳା ୪୦୦ମିଟର ହଡଲ୍ସ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ଓ ଦେଶକୁ ଗର୍ବିତ କରିଥିବା ସବିତା ଟପ୍ପୋ ।ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଓଡ଼ିଶା ପାଇଁ ଏହା ଏକ ଗର୍ବ ଓ ଗୌରବ ର ବିଷୟ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now